ବିଜ୍ଞାନର ମୂଳତତ୍ତ୍ୱ ବେଦରୁ ଆରମ୍ଭ : ‘ଇସ୍ରୋ’ ଅଧ୍ୟକ୍ଷ ଏସ୍. ସୋମନାଥ

ଭୋପାଳ: ବୀଜ ଗଣିତ, ବର୍ଗମୂଳ, ସମୟର ଧାରଣା, ସ୍ଥାପତ୍ୟ, ବ୍ରହ୍ମାଣ୍ଡର ଆକାର, ଧାତୁ-ଶୋଧନ ଏବଂ ବିମାନଚଳନ ଆଦି ପ୍ରସଙ୍ଗ ପ୍ରଥମେ ବେଦରେ ଥିଲା। କ୍ରମେ ତାହା ଆରବ ଦେଶ ମାଧ୍ୟମରେ ୟୁରୋପକୁ ଯାଇ ପାଶ୍ଚାତ୍ୟ ବୈଜ୍ଞାନିକମାନଙ୍କ ଆବିଷ୍କାର ଭାବେ ପୁନଃଉପସ୍ଥାପନ କରାଯାଇଛି ବୋଲି ବୁଧବାର ଦିନ ‘ଇସ୍ରୋ’ ଅଧ୍ୟକ୍ଷ ଏସ୍‌. ସୋମନାଥ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ୟା ହେଲା ସେ ସମୟରେ ଭାତୀୟ ବୈଜ୍ଞାନିକମାନେ ବ୍ୟବହାର କରୁଥିବା … Continue reading ବିଜ୍ଞାନର ମୂଳତତ୍ତ୍ୱ ବେଦରୁ ଆରମ୍ଭ : ‘ଇସ୍ରୋ’ ଅଧ୍ୟକ୍ଷ ଏସ୍. ସୋମନାଥ